Dailymotion

ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ! ଗଞ୍ଜାମରୁ ଗଜପତି... ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ

ETVBHARAT10/28/2026

About this video

ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ! ଗଞ୍ଜାମରୁ ଗଜପତି... ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ is a video by ETVBHARAT, published on October 28, 2026. Stream it on TubeSearch Pro for a clean, distraction-free viewing experience and explore more related videos from ETVBHARAT below.

Description

<p>ଦକ୍ଷିଣ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ ! କେଉଁଠି ମୂଷଳଧାରାରେ ବର୍ଷା, ତ ଆଉ କେଉଁଠି ପବନର ପ୍ରକୋପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଭାଙ୍ଗିଛି ଘର, ଅବରୋଧ ହୋଇଛି ରାସ୍ତା, ଆଉ ବର୍ଷାର ବିତ୍ପାତରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଗଞ୍ଜାମରୁ ଗଜପତି... ବାତ୍ୟାର ପ୍ରଭାବରେ ଅନେକ ଅଞ୍ଚଳରେ ଦେଖାଦେଇଛି ଅସ୍ୱାଭାବିକ ପରିସ୍ଥିତି। କେଉଁଠି ଭୂସ୍ଖଳନର ଭୟ ତ ଆଉ କେଉଁଠି ଘାରିଛି ବନ୍ୟା ଆଶଙ୍କା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ରହିଛି ପ୍ରଶାସନ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଜୋରଦାର ହୋଇଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ। ଅନ୍ୟପଟେ, ବାତ୍ୟାର ଗତିପଥ ଓ ବର୍ଷାର ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ। ପୁରୀ ଓ ଚନ୍ଦ୍ରଭାଗା ବେଳାଭୂମିରେ ପୋଲିସର ପାଟ୍ରୋଲିଂ ଜାରି। ତେବେ, ବାତ୍ୟା ଅର୍ଣ୍ଣବର ପ୍ରକୋପରେ କେମିତି ରହିଛି ସ୍ଥିତି ? କେତେ ପ୍ରସ୍ତୁତ ପ୍ରଶାସନ, ଆଉ କେତେ ସୁରକ୍ଷିତ ସାଧାରଣ ଲୋକଙ୍କ ଜୀବନ ? ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟରେ।</p>ଏହା ମଧ୍ୟ ଦେଖନ୍ତୁ... Watch: ଆନ୍ଧ୍ରରେ ଉଡାଇଲା, ବୁଡାଇଲା ବାତ୍ୟା ‘ଅର୍ଣ୍ଣବ’, କେମିତି ଅଛି ସ୍ଥିତି ଦେଖନ୍ତୁ</a>